Thursday, December 28, 2023

ଖାଦ୍ଯ ପ୍ରସୁତି

 Nùe Zò@ûeò Ke«ê còVû P_þ @ûagýK iûcMâú: cA\û, iêRò, ùQ^û, Pò^ò, lúe, _ûYò, MêRêeûZò, KûRê, _òÉû aû\ûc, còfàùcW, ùZf, ùZR_Zâ _âÉêZò _âYûkú: _â[ùc cA\û,iêRò I ùQ^ûKê GKûVò cògûA bfbûùa PKU«êö Gjû_ùe GjûKê jûZùe ùMûf ùMûf Ke«êö Gùa Mýûiùe KùWA aùiA ùZf _KûA Mec Ke«êö ùZf Mec ùjaû_ùe ùi[ôùe, ùMûf ùMûf Keò eLô[ôaû P_Kê _KûA `âûG Ke«êö Cbd _ûL bfbûùa `âûG ùjaû _ùe GK ù_äUKê KûXò \ò@«êö Kò«ê cù^ eLôùa, GjûKê c¤c @ûõPùe `âûG Keòùaö _êYò [ùe KùWAKê Mec Ke«êö Gjû Mec ùjaû _ùe ùi[ôùe, @Ì _ûYò I lúe Xûkò `êUû«êö Gjû `êUòaû _ùe, ùi[ôùe Pò^ò, còºùcW _KûA Gjû ajkò@û ùjaû ~ûGñ `êUû«êö Gjò cògâY ajkò@û ùjûA @ûiòùf, ùi[ôùe MêRêeûZò _ûCWe, ùZR_Zâ, KUû, KûRê, KUû _òÉûaû\ûc _KûA ùMûkû«êö Gjû_ùe ùi[ôùe `âûG Keò eLô[ôaû P_þ _KûA Mýûiþ a¦ Ke«êö KòQò icd _ùe GK ù_äUKê KûXò icÉuê _eh«êö _âÉêZ ùjûAMfû còVû P_þö ^ì@ûahðùe Nùe Zò@ûeò Keò _eòaûe ùfûKuê Lê@û«ê, ^òùR c¤ Lû@û«ê ö


Lû@û«ê I Lê@û«ê:`êfùKûaò cfûA iûcMâú: ùQûU ùQûU KUû `êfùKûaò- 4 K_þ, Nò@- 4PûcP, _^òeþ- 1/2 K_þ, ù`âgþ Kâòcþ- 1 K_þ, ùMûfceòP MêŠ- 1/2 PûcP, RûA`k MêŠ- 1/4 PûcP, iòSû cKû- 1/2 K_þ, _ûYò, fêY @ûagýK @^êiûùeö _âÉêZò _âYûkú: _â[ùc _ýû^þùe _ûY Mec Ke«êö `êfùKûaòKê bfbûùa ù]ûA ùi[ôùe 10 cò^òUþ _ûAñ iòSû«êö iòSòMùf _ûYòeê QûYò `êfûùKûaòKê [Šû Ke«êö Gùa 5-6Uò `êfùKûaòKê QûWÿò aûKò iaê[ôùe Nò@, _^òeþ, fêY, @Ì Kâòcþ, iòSû cKû, ùMûfceòP Gaõ RûA`k MêŠ _KûA bfbûùa MâûAŠeþùe ù_Áþ Zò@ûeò Ke«êö Gùa GK aûCfþùe GjûKê KûXÿò akKû Kâòcþ, akKû ùKûaò Gaõ KUû ]^ò@û _Zâùe Mû‰ðòiþ Ke«êö _âÉêZ ùjfû @û_Yu `êfùKûaò cfûAö Mec Mec _eh«êö

Nùe _âÉêZ Ke«ê @céZbŠû jûfIßû @ûagýK iûcMâú: K*û @céZbŠû, lúe, KUû @ûfcŠ, Pò^ò, Mê@û Nò@, KûRê, Kòiþcòiþ I MêRêeûZò _âÉêZò _âYûkú: _â[ùc @céZbŠûKê bf bûùa ù]ûA ùPû_û QWÿûA GK _ûZâùe eLô \ò@«êö Gjû_ùe @céZbŠûKê bf bûùa ùKûeò \ò@«ê ö Zû’_ùe KùeAùe Mê@û Nò@ _KûA Mec Ke«êö Nò@ Mec ùjûAMfû _ùe ùKûeû ùjûA[ôaû @céZbŠûKê _KûA ]ôcû @û*ùe bûR«ê ö Gjû UòùK bûRò ùjûA @ûiòùf, G[ôùe lúe _KûA \ò@«êö Zû’_ùe GjûKê bf bûùa ùMûkûA \ò@«êö lúe `êUòMùf, ùi[ôùe Pò^ò _Kû«ê ö Gjû_ùe ùi[ôùe MêRêeûZò MêŠ, KUû KûRê I Kòiþcòiþ _Kû«ê ö Gjû_ùe Gjò cògâYKê KòQò icd @Ì @û*ùe eLô ]ôùe ]ôùe ùMûkû«ê ö jûfIßû UòùK gêLôfû ùjûAMfû _ùe ZûKê GK _ûZâKê KûXÿò \ò@«êö Gjû_ùe ùi[ôùe KUû @ûfcŠ _KûA iRûA \ò@«ê ö _âÉêZ ùjûAMfû @céZbŠû jûfþIßû

Wednesday, October 10, 2018

ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ


ଇସଲାମାବାଦ, ୧୦/ ୧୦ : ବିଶ୍ୱର କେତେକ ବିକାଶଶୀଳ ଦେଶମାନଙ୍କ ଜାତୀୟ ମୁଦ୍ରା ଧଡ଼ାଧଡ଼ ଖସୁଛି । ପ୍ରଥମେ ଆର୍ଜେଣ୍ଟିନା, ପରେ ଇଜିପ୍ଟ  । ଏହାପରେ ଭେନିଜୁଏଲା ଓ ଭାରତର ରାଷ୍ଟ୍ରୀୟ ମୁଦ୍ରାରେ ଘୋର ଅବମୂଲ୍ୟାୟନ ପରେ ଏବେ ପାଳି ପଡ଼ିଛି ପାକିସ୍ତାନର  । ବୁଧବାର ପାକିସ୍ତାନର ରାଷ୍ଟ୍ରୀୟ ମୁଦ୍ରା ଡଲାର ତୁଳନାରେ ୭% ହ୍ରାସ ପାଇଛି  । ପାକିସ୍ତାନର ଅବସ୍ଥା ଏଭଳି ହେଲାଣି ଯେ, କ୍ୟାବିନେଟ୍‍ ବୈଠକରେ ମଧ୍ୟ ଚାହା ପରସା ଯାଉନାହିଁ  । ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଆଇଏମ୍‍ଏଫ୍‍ ଓ ବିଶ୍ୱବ୍ୟାଙ୍କ୍‍କୁ ବେଲ୍‍ଆଉଟ୍‍ ପ୍ୟାକେଜ୍‍ ମାଗିଥିଲେ  । ସେ ଦର୍ଶାଇଥିଲେ ଯେ, ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ଯାଉଛି  । ଆର୍ଥିକ ପ୍ୟାକେଜ୍‍ ନଦେଲେ ପାକିସ୍ତାନ ତିଷ୍ଠିପାରିବ ନାହିଁ  । ଏଣୁ ତୁରନ୍ତ ଆର୍ଥିକ ସହାୟତା ନିମନ୍ତେ ସେ ଆବେଦନ କରିଥିଲେ  । ଏହି ପରିପ୍ରେକ୍ଷୀରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ମୁଖ୍ୟ ମରିସ ଅବସ୍ଟଫେଲ୍ଡ ଦର୍ଶାଇଛନ୍ତି ଯେ, ପାକିସ୍ତାନର ଏଭଳି ଦୟନୀୟ ଅବସ୍ଥା ପାଇଁ ଚୀନ ଦାୟୀ  । ଚୀନ ପାକିସ୍ତାନକୁ ସର୍କରା ଜାତୀୟ ଋଣ ଦେଇ ଦେଇ ମଧୁମେହ କରାଇ ଦେଇଛି  । ପାକିସ୍ତାନର ଅର୍ଥନୀତି ଏବେ ମଧୁମେହଗ୍ରସ୍ତ  । ଚୀନ୍‍ ସିଲ୍କରୋଡ୍‍ ପାଇଁ ପାକିସ୍ତାନକୁ ଯେଉଁ ଋଣ ଦେଇଥିଲା ତାହା ସୁଧମୂଳ ସହ ଜଟିଳ ସ୍ଥିତିରେ ପହଞ୍ôଚଛି  । ଏହି ବାବଦରେ ୨ ବିଲିୟନ ଡଲାର ପାକିସ୍ତାନ ସୁଝିପାରୁ ନାହିଁ  । ୱାନ ବେଲ୍ଟ ୱାନ୍‍ ରୋଡ୍‍ ପ୍ରକଳ୍ପ ଅନ୍ତର୍ଗତ ଚୀନ ୬୦ ବିଲିୟନ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲା  । ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ଚୀନ ନିଜର ଆର୍ଥିକ କ୍ରୀତଦାସ କରି ରଖିବାକୁ ଚାହୁଁଛି ବୋଲି ଆଇଏମ୍‍ଏଫ୍‍ ସତର୍କ କରାଇ ଦେଇଛି

ବାଂଲା ସୀମାରୁ ହଟିବ ଇଷ୍ଟ ପାକିସ୍ତାନ ସ୍ତମ୍ଭ


ଢାକା, ୧୦/୧୦ : ଭାରତ ଓ ବାଂଲାଦେଶ ସୀମାରେ ଇଷ୍ଟ ପାକିସ୍ତାନ ଲିଖିତ ଥିବା ସ୍ତମ୍ଭଗୁଡ଼ିକ ରହିଛି  । ଏହାକୁ ହଟାଇ ନେଇ ବାଂଲାଦେଶ ଲେଖାଥିବା ପିଲର ନିର୍ମାଣ କରିବା ପାଇଁ ବାଂଲାଦେଶ ସରକାର ନିବେଦନ କରିଛନ୍ତି  । ଏହାପରେ କେନ୍ଦ୍ର ସରକାର ବିଏସ୍‍ଏଫ୍‍ ଯୱାନଙ୍କୁ ଉକ୍ତ ପିଲାରଗୁଡ଼ିକୁ ସେଠାରୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ ସୀମାରେ ୩୧, ଆସାମ ସୀମାରେ ୧୩ ଓ ଅନ୍ୟ ସ୍ଥାନରେ ୧୮ଟି ଏଭଳି ପିଲର ରହିଛି  । ପାଟ୍ରୋଲିଂ ସମୟରେ ଏହି ପିଲରଗୁଡ଼ିକ ଦିଗବାରିଣୀ ଭାବେ କାମ କରିଥାଏ  ।

Friday, June 8, 2018

୫ ମାସରେ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଚଳିତ ବର୍ଷ ପାକିସ୍ତାନ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଏପରି କରୁଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ଠାରୁ ଇତିମଧ୍ୟରେ ପାକିସ୍ତାନ ବାରମ୍ବାର ନିୟନ୍ତ୍ରଣରେଖାଠାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ କରୁଛି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସୁରକ୍ଷା ଦୃଷ୍ଟିରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ସ୍ଥାନାନ୍ତରଣ କରାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କୁପଓ୍ବାରା ହାରିଲ୍‌ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲା ହାରିଲ୍‌ ଅଞ୍ଚଳରେ ସେନା ପାଟ୍ରୋଲିଂ ଦଳ ଉପରେ ଶୁକ୍ରବାର ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ସୁରକ୍ଷାମୁଖପାତ୍ର ସୂଚିତ କରିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କୁପଓ୍ବାରାର ନିୟନ୍ତ୍ରଣ ରେଖା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ ଏଠାରେ କେରାନ ସେକ୍ଟରରେ ସେନା ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ।

Tuesday, May 22, 2018

ମାଲେସିଆ କ୍ୟାବିନେଟ୍‍ରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଲେ ଭାରତୀୟ ଶିଖ


କୁଆଲାଲାମ୍ପପୁର, ୨୨/୫  : ଭାରତୀୟ ବଂଶୋଦ୍ଭବ ତଥା ଶିଖ୍‍ ସମ୍ପ୍ରଦାୟର ବ୍ୟକ୍ତି ଗୋବିନ୍ଦ ସିଂହ ଦେଓ (୪୫) ମାଲେସିଆ କ୍ୟାବିନେଟ୍‍ରେ ସାମିଲ୍‍ ହୋଇଛନ୍ତି  । ତାଙ୍କୁ ସୂଚନା ଓ ମଲ୍ଟିମିଡିଆ ବିଭାଗ ଦିଆଯାଇଛି  । ସେ ମାଲେସିଆର ଉଚ୍ଚଙ୍ଗ ଲୋକସଭା ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ତାଙ୍କ ପିତା ପେଷାରେ ଜଣେ ଓକିଲ ଥିଲେ  । ମାଲେସିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଗତକାଲି ଶପଥ ଗ୍ରହଣ କରିବା ପରେ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି  । ପ୍ରକାଶଥାଉ କି, ଶ୍ରୀ ଦେଓ ୨୦୦୮ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଯାଇଥିଲେ  ।

ମସଜିଦ୍‍ରେ କେବଳ ଜାତୀୟ ପତାକା ଲଗାଯିବ : ଚୀନ

୨୨/୦୫/୨୦୧୮

ବେଜିଂ, ୨୨/୫  : ଚୀନ୍‍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚୀନ ଇସଲାମିକ ସଂଘ ଏହାର ସବୁ ସୁନୀ ଓ ସିହା ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛି ଯେ, ମସଜିଦ୍‍ରେ କେବଳ ଚୀନର ଜାତୀୟ ପତାକା ଲଗାଯିବ  । କୌଣସି ଧାର୍ମୀୟ ପତାକା ଲଗାଯାଇପାରିବ ନାହିଁ  । ପ୍ରକାଶଥାଉ କି, ଚୀନରେ ରମଜାନ୍‍ ସମୟରେ ମୁସଲିମ୍‍ମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ଓ ମଦ ପିଇବାକୁ ବାଧ୍ୟ କରାଯାଏ  । ଚୀନରେ ପ୍ରାୟ ୨ କୋଟି ମୁସଲମାନ ବସବାସ କରନ୍ତି  । ଚୀନର ବିଭିନ୍ନ ଜେଲ୍‍ରେ ରହୁଥିବା ମୁସଲିମ୍‍ କଏଦୀମାନଙ୍କୁ ରମଜାନ ସମୟରେ ବଳପୂର୍ବକ ଘୁଷୁରୀ ମାଂସ ଖୁଆଇ ସେମାନଙ୍କୁ ମଦ ପିଆଉଥିବାର ଅଭିଯୋଗ ହୋଇଛି  ।